STORYMIRROR

❀✿ ସବୁ ଜାଣି ଶୁଣି ✿❀ ଆସିବ ଶୁଣି ବଜାର କପୋତ ଗାଇବା ଶୁଣି ପଚାରିଲ କହୁ କହୁ କହି ସାରିଲିଣି ଶୁଣି ସାରିଲୁଣି ସଂସାର ସବୁ ବନ୍ଦ ହେଲା ପରେ ଚାଲୁଛି ପାଦ ପାଦର ଶକ୍ତି କମ୍ ଗତି ବେଶୀ ଶେଷନାହିଁ ବୋଲି ଜାଣି ବି ଚାଲୁଛି ଝିଅ କଥା ଶୁଣି ଜିଭ ଶୁଖି ଗଲା; କହିଲି ଏତିକି ଭାଷା – ମରୀଚି ମାଆ ସରିଚି ରେ ସବୁ ନ କର ଆଉ ସେ ଆଶା |

Oriya ଜାଣି ଶୁଣି Poems